ବନ୍ଦେ ଉତ୍କଳ ଜନନୀ
ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ
"ନିରାଶ୍ରୟ ମାମ୍ ଜଗଦୀଶ ରକ୍ଷ "
ଭଜରେ ମାନସ ହଂସ ନିଳାଦ୍ରୀ କ୍ଷେତ୍ର ମଣ୍ଡନ
ପାଇବୁ ଯେବେ ମୁକତି କରି ବ୍ରହ୍ମଂକୁ ଦର୍ଶନ .
ପାଇବୁ ଯେବେ ମୁକତି କରି ବ୍ରହ୍ମଂକୁ ଦର୍ଶନ .
ଉତ୍ତମ ଗୁରୁ ପୟର ସେବ ପାଇବୁ ମନ୍ତର
ଜନ୍ମ ମୃତ୍ୟୁରୁ ଉଦ୍ଧରି ପାଇବୁ ବୈକୁଂଠେ ସ୍ଥାନ .
ମାୟା ଜଗତ ପ୍ରପଂଚ ସେଥିରେ ପାପ ନସଂଚ
ଭୁମାନନ୍ଦେ ଯେବେ ଇଚ୍ଛା ଜଗାତୁ ଅନ୍ତର ଜ୍ଞାନ .
ମହା ବାକ୍ୟେ ଉପଦ୍ଦିଷ୍ଟ ହେଲେ ହେବୁରେ ତୁ ଶ୍ରେଷ୍ଠ
ବାଂକା କହେ ତରିଯିବୁ ଥିଲେ ଲଲାଟେ ଲେଖନ .
ସମସ୍ତ ପାଠକଂକୁ ମୋର ସବିନୟ ପ୍ରଣାମ
ଗୋପୀନାଥ ପଣ୍ଡା
No comments:
Post a Comment
PLS COMMENT HERE FOR MORE